୬ ରବି ଫସଲର ସର୍ବନିମ୍ନ ମୂଲ୍ୟ ବଢ଼ିଲା
ନୂଆଦିଲ୍ଲୀ: କୃଷକ ବିଲ୍କୁ ନେଇ ସରକାରଙ୍କୁ ବିରୋଧୀ ଦଳ ଏବଂ କୃଷକ ସଂଗଠନ ଗୁଡ଼ିକ ସରକାରଙ୍କୁ ଉଭୟ ସଂସଦ ଭିତରେ ଏବଂ ବାହାରେ ଘେରିଛନ୍ତି । ଏହି ଆଇନ କାର୍ଯ୍ୟକାରୀ ହେଲେ ଦେଶରେ କୃଷକମାନଙ୍କ ପାଇଁ ଥିବା ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ଉଠିଯିବ ବୋଲି ଆଶଙ୍କା ପ୍ରକାଶ ପାଇଛି । ଏହି!-->…