ବିବାଦୀୟ ସ୍ଥାନରୁ ଚୀନ ସୈନ୍ୟ ପ୍ରତ୍ୟାହାର କରୁ : ଭାରତ
ବିବାଦୀୟ ସ୍ଥାନରୁ ଚୀନ ସୈନ୍ୟ ପ୍ରତ୍ୟାହାର କରୁ : ଭାରତ
ନୂଆଦିଲ୍ଲୀ- ଗତକାଲି ଭାରତ ଓ ଚୀନ ସେନା ଅଧିକାରୀଙ୍କ ଉପସ୍ଥିତିରେ କମାଣ୍ଡର ସ୍ତରୀୟ ବୈଠକ ବସିଥିଲା । ଏହି ବୈଠକ ୧୨ ଘଂଟାରୁ ଅଧିକ ସମୟ ଧରି ବସିଥିଲା । ଚୀନ ସମସ୍ତ ବିବାଦୀୟ ସ୍ଥାନରୁ ତୁରନ୍ତ ସୈନ୍ୟ ପ୍ରତ୍ୟାହାର କରୁବୋଲି!-->…