ରାଫେଲ ଉଡାଇବାକୁ ୧୦ ମହିଳା ପାଇଲଟକୁ ସ୍ୱତନ୍ତ୍ର ଟ୍ରେନିଂ
ନୂଆଦିଲ୍ଲୀ- ଭାରତୀୟ ବାୟୁସେନାର ଲଢୁଆ ବିମାନ ରାଫେଲ ଉଡାଇବେ ମହିଳା ପାଇଲଟ । ଏଥିପାଇଁ ୧୦ ମହିଳା ପାଇଲଟଙ୍କୁ ସ୍ୱତନ୍ତ୍ର ଟ୍ରେନିଂ ଦିଆଯାଉଛି । ଫ୍ରାନ୍ସ ନିର୍ମିତ ଅତ୍ୟାଧୁନିକ ଫାଇଟର ଜେଟ ରାଫେଲ ବାୟୁସେନାରେ ସାମିଲ ହେବାପରେ ବହୁଗୁଣିତ ହୋଇଛି ଭାରତୀୟ ବାୟୁସେନା । ୨୦୧୬!-->…