ଦେଶରେ ୨୪ଘଂଟାରେ ୮୬, ୯୬୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ: ୧,୧୩୦ ମୃତ୍ୟୁ
ନୂଆଦିଲ୍ଲୀ- ଦେଶରେ ଗତ ୨୪ ଘଂଟାରେ ୮୬,୯୬୧ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୫୪,୮୭,୫୮୧କୁ ବୃଦ୍ଧି ପାଇଛି । ସେଥିମଧ୍ୟରୁ ୧୦,୦୩,୨୯୯ ଅକଟିଭ ମାମଲା ରହିଥିବା ବେଳେ ୪୩,୯୬,୩୯୯ ସୁସ୍ଥ ହୋଇଛନ୍ତି ଓ ୮୭,୮୮୨!-->…