ଦେବାଳିଆ ଆଇନ ସଂଶୋଧନ ବିଲ୍-୨୦୨୦ ରାଜ୍ୟସଭାରେ ଗୃହିତ
ନୂଆଦିଲ୍ଲୀ: ଦେବାଳିଆ ଆଇନ ଦ୍ୱିତୀୟ ସଂଶୋଧନ ବିଲ୍ ୨୦୨୦ ଶନିବାର ରାଜ୍ୟସଭାରେ ପାସ୍ ହୋଇଛି । ୨୦୧୬ ଦେବାଳିଆ ଆଇନରେ ଏହି ବିଲ୍ କିଛି ସଂଶୋଧନ ଆଣିବ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବିଲ୍କୁ ଉପସ୍ଥାପନ କରିଥିଲେ । ବ୍ୟକ୍ତିବିଶେଷ ଓ କମ୍ପାନିମାନେ ଯେତେବେଳେ ସେମାନଙ୍କର ବକେୟା ଋଣ!-->…