୨୭ ତାରିଖରୁ ସମସ୍ତ ବିଧାୟକଙ୍କ କୋଭିଡ ପରୀକ୍ଷା

ଭୁବନେଶ୍ୱର: ୨୯ ତାରିଖରୁ ବିଧାନସଭା ମୋସୁମୀ ଅଧିବେଶନ ଆରମ୍ଭ ହେବ । ଏହାର ୩ ଦିନ ପୂର୍ବରୁ ସବୁ ବିଧାୟକମାନଙ୍କର କୋଭିଡ ପରୀକ୍ଷା କରାଯିବ । ଏ ନେଇ ତ୍ୱରିତ୍ ପଦକ୍ଷେପ ନେବାକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ବିଏସ୍ସି

ଗଢା ହେଲା ସଚେତନ ସଂଗ୍ରାମୀ ମଂଚ

ଯାଜପୁର: ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଲକ ଜେନାପୁରର ଗରିମାମୟ ସମୃଦ୍ଧ ଐତିହ୍ୟ ରହିଛି । ଏହି ଅଂଚଳର ସାମଗ୍ରିକ ବିକାଶ ଏବଂ ପଛରେ ପଡି ଯାଇଥିବା ଦଃୁସ୍ଥ ଓ ଦୁଃଖୀ ମଣିଷଙ୍କ ସ୍ୱରକୁ ଅଧିକ ମଝବୁତ କରିବା ସହ ଜେନାପୁରର ଗୌରବ ବୃଦ୍ଧି ପାଇଁ ସଚେତନ ସଂଗ୍ରାମୀ ମଂଚଞ୍ଚ ଜେନାପୁର ଗଠିତ ହୋଇଛି

ମହାତ୍ମା ଗାନ୍ଧୀଙ୍କ ଗ୍ରାମ ସ୍ୱରାଜକୁ କାର୍ଯ୍ୟକାରୀ କରିବାରେ ଦୋଳଗୋବିନ୍ଦ ଥିଲେ ଅଗ୍ରଣୀ ନେତା : ନିରଞ୍ଜନ

ଭୁବନେଶ୍ୱର: ବିଶିଷ୍ଟ ସ୍ୱାଧିନତା ସଂଗ୍ରାମୀ ତଥା ପୂର୍ବତନ ମନ୍ତ୍ରୀ ଦୋଳଗୋବିନ୍ଦ ପ୍ରଧାନଙ୍କ ଦ୍ୱିତୀୟ ଶ୍ରାଦ୍ଧ ବାର୍ଷିକ ଆଜି ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ପାଳିତ ହୋଇଯାଇଛି । ପୂର୍ବାହ୍ନରେ ପଣ୍ଡିତ ବିନୋଦ ବିହାରୀ ଦାଶଙ୍କ ଦ୍ୱାରା ଆର୍ଯ୍ୟ ଭବନ ଠାରେ ବୈଦିକ ଶାନ୍ତି ଯଜ୍ଞ କରାଯିବା

ଅକ୍ଟୋବର ୯ ପର୍ଯ୍ୟନ୍ତ କଟକଣାରେ କୋର୍ଟକାର୍ଯ୍ୟ

କଟକ: କରୋନା ଭୂତାଣୁ ସଂକ୍ରମଣ ସ୍ଥିତିକୁ ଦୃଷ୍ଟିରେ ରଖି ପୂର୍ବଭଳି ହାଇକୋର୍ଟ ଓ ଏହାର କାର୍ଯ୍ୟାଳୟ ଅକ୍ଟୋବର ୯ ତାରିଖ ପର୍ଯ୍ୟନ୍ତ କଟକଣା ଭିତରେ କାର୍ଯ୍ୟ କରିବ । ହାଇକୋର୍ଟ ପକ୍ଷରୁ ଏ ନେଇ ସାନି ବିଜ୍ଞପ୍ତି ପ୍ରକାଶ ପାଇଛି । ପୂର୍ବରୁ କୋର୍ଟ ନେଇ ଅଗଷ୍ଟ ୨୧ରେ ଜାରି କରାଯାଇଥିବା

ଗାଁରେ ବ୍ୟାପକ ଅର୍ଥନୈତିକ କାର୍ଯ୍ୟକ୍ରମ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: କୋଭିଡ ଜନିତ ଆର୍ଥକ ମାନ୍ଦାବସ୍ଥାରୁ ଗ୍ରାମାଂଚଳର ଲୋକଙ୍କୁ ସୁରକ୍ଷିତ ରଖିବା ପାଇଁ ଅର୍ଥନୈତିକ କାର୍ଯ୍ୟକ୍ରମକୁ ଅଧିକ ବ୍ୟାପକ କର । ମୁଖମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନଫରେନ୍ତ୍ରିଂ ଜରିଆରେ ସମସ୍ତ ଜିଲ୍ଲାପାଳଙ୍କୁ ଏଭଳି ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ ରାଜ୍ୟ

ଭୁବନେଶ୍ୱରରୁ ୩୨୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର-ଆଜି ଭୁବନେଶ୍ୱରରୁ ୩୨୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏାମନଙ୍କ ମଧ୍ୟରୁ ୧୦୧ ସଙ୍ଗରୋଧ କେନ୍ଦ୍ରର ହୋଇଥିବା ବେଳେ ୨୨୪ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ଏନେଇ ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି । ଭୁବନେଶ୍ୱରରୁ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୭୬୨୦

ଜର ନଥିଲେ ହୋଇପାରେ କରୋନା

ଭୁବନେଶ୍ୱର- ଶରୀରରେ ଜର ନଥିଲେ ବି ହୋଇପାରେ କରୋନା । ବରିଷ୍ଠ ମେଡିସିନ ସ୍ପୋଶାଲିଷ୍ଟି ଡାକ୍ତର ନିରୋଜ ମିଶ୍ର କହିବା ଅନୁଯାୟୀ ଶୀରରେ ଜର ନଥିଲେ ମଧ୍ୟ ଆପଣଙ୍କ ଠାରେ କରୋନା ଭୂତାଣୁ ଥାଇପାରେ । ଧଇଁସଇଁ ଲାଗିଲେ, ସାମାଦ୍ୟ କାଶ ହେଲେ ଓ ପତଳା ଝାଡା ହେଲେ ଟେଷ୍ଟ କରାଇ ନେବା ସହ

୩୦ରେ ବାବ୍ରୀ ମସ୍‌ଜିଦ୍ ଭଙ୍ଗା ମାମଲା ରାୟ

ଲକ୍ଷ୍ନୌ : ବାବ୍ରୀ ମସଜିଦ ଭଙ୍ଗା ମାମଲାର ରାୟ ଶୁଣାଇବାକୁ ଏକ ସ୍ୱତନ୍ତ୍ର ସିବିଆଇ କୋର୍ଟ ସେପ୍ଟେମ୍ବର ୩୦ ତାରିଖକୁ ଦିନ ଧାର୍ଯ୍ୟ କରିଛନ୍ତି । ଏହି ମାମଲାରେ ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡ଼ଭାଣୀ, ମୁରଲୀମନହର ଯୋଶୀ , କଲ୍ୟାଣ ସିଂହ ଓ ଉମା ଭାରତୀଙ୍କ ସମେତ ୩୨ଜଣ

ଏସିଆ ଓ ଇଣ୍ଡିଆ ବୁକ୍ ଅଫ ରେକଡର଼୍ରେ ବିଚକ୍ଷଣ ଶିଶୁ ମାର୍କ ଅଗ୍ରୱାଲ

ଝାରସୁଗୁଡା: ବିଚକ୍ଷଣ ଜ୍ଞାନ ବଳରେ ଝାରସୁଗୁଡା ଜିଲ୍ଲା ବେଲପାହାଡ଼ ସହରରେ ଜଣେ ୩ବର୍ଷ ୮ମାସର କୁନି ବଙ୍କଳ ମାର୍କ ଅଗ୍ରୱାଲ । ସେ ନିକଟ ଅତୀତରେ ଏସିଆ ଓ ଇଣ୍ଡିଆ ବୁକ୍ ଅଫ ରେକଡର଼୍ରେ ସଫଳ ହୋଇ ଗୌରବ ଅର୍ଜନ କରିଛନ୍ତି । ବାପା ବ୍ରିଜେଶ ଅଗ୍ରୱାଲ ଓ ମାଆ ସିମୋନା ଅଗ୍ରୱାଲଙ୍କ ପୁଅ

ଅମାନିଆଙ୍କୁ ସବାଡ କରିବ ଏନଫୋର୍ସମେଂଟ ଟିମ୍

ଭୁବନେଶ୍ୱର- ଦ୍ୱୈତନଗରୀରେ କୋଭିଡ ନିୟମ କଡାକଡି ଠିକ ଭାବେ ପାଳନ କରାଯାଉନି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଗିଦ କରିବା ପରେ ଏବେ ଆକସନ ମୋଡରେ ପୋଲିସ ଡିଜି ଅଭୟ । କୋଭିଡ ନିୟମ ମାନୁନଥିବା ଅମାନିଆଙ୍କୁ ସାବାଡ କରିବା ପାଇଁ କୋଭିଡ ଏନଫୋର୍ସମେଂଟ ଟିମକୁ ନିର୍ଦେଶ ଦେଇଛନ୍ତି