୨୪ଘଂଟାରେ ୪ହଜାର ପାର ଆକ୍ରାନ୍ତଙ୍କ ସଂଖ୍ୟା
ଭୁବନେଶ୍ୱର- ରାଜ୍ୟରେ ଆଜି ୪୨୪୧ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୨୫୦୨ ସଙ୍ଗରୋଧ କେନ୍ଦ୍ରର ହୋଇଥିବା ବେଳେ ୧୭୩୯ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ଆଜି ଖୋର୍ଦ୍ଧାରେ ୬୪୭ ପଜିଟିଭ ହୋଇଥିବା ବେଳେ କଟକରେ ଏହି ସଂଖ୍ୟା ୩୮୯ ରହିଛି । ସେହିପରି!-->…