ସଂସଦର ମୌସୁମୀ ଅଧିବେଶନ ୨ୟ ଦିନ ; ବଲିଉଡ଼କୁ ବଦନାମ କରିବାକୁ ଷଡଯନ୍ତ୍ର , ଜୟା ବଚ୍ଚନ
ନୂଆଦିଲ୍ଲୀ : କରୋନା ମହାମାରୀର ସ୍ଥିତିକୁ ନଜରରେ ରଖି ସୋମବାର ଠାରୁ ଆରମ୍ଭ ହୋଇଥିବା ମୌସୁମୀ ଅଧିବେଶନ ୧୮ ତାରିଖ ଯାଏଁ ଚାଲୁ ରହିବ। ଆଜି ଏହାର ୨ୟ ଦିନରେ ପ୍ରଥମେ ରାଜ୍ୟସଭାର ଅଧିବେଶନ ଆରମ୍ଭ ହୋଇଛି। ଲୋକସଭାର ଅଧିବେଶନ ପ୍ରାୟ ୩ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୭ଟା ଯାଏଁ ଚାଲୁ ରହିବ।!-->…