ଡାଏଲିସିସ ପଜିଟିଭ ମେସିନ ପାଇଁ ଦାବି
ଭୁବନେଶ୍ୱର: ଡାଏବେଟିସରେ ପିଡିତ ହୋଇ ବହୁ ଲୋକ ଡାଏଲିସିସ କରୁଛନ୍ତି । ଯେଉଁମାନେ ଡାଏଲିସିସ କରୁଛନ୍ତି ସେମାନଙ୍କୁ ନିୟମିତ ଓ ନିରନ୍ତର ଡାଏଲିସିସ କରିବାକୁ ପଡୁଛି । ପି.ଆର.ଏମ ମେଡିକାଲ କଲେଜ ବା ବାରିପଦା ମୁଖ୍ୟଡାକ୍ତରଖାନାରେ ଏହି ଡାଏଲିସିସ ପଜିଟିଭ ମେସିନ ନ ଥିବାରୁ ରୋଗୀମାନଙ୍କୁ!-->…