୨୦୨୧ ମସିହା ଆରମ୍ଭ ବେଳକୁ ଦେଶରେ ମିଳିବ କୋଭିଡ-୧୯ ଭ୍ୟାକସିନ
ନୂଆଦିଲ୍ଲୀ- କରୋନାକୁ ନେଇ ଆସିଛି ବଡ ଆଶ୍ୱସ୍ତିର ବିଷୟ । ୨୦୨୧ ମସିହା ଆରମ୍ଭ ବେଳେକୁ କୋଭିଡ-୧୯ ଭ୍ୟାକସିନ ଦେଶରେ ମିଳିବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ କହିଛନ୍ତି । ଭ୍ୟାକସିନ ବାହାରିବା ନେଇ ନିର୍ଦ୍ଧିଷ୍ଟ ସମୟ ଧାର୍ଯ୍ୟ ହୋଇନଥିଲେ ମଧ୍ୟ ୨୦୨୧ ପ୍ରଥମ ୩!-->…