ଦୁର୍ଘଟଣାରେ ଆଇନଜୀବୀ ଆହତ
ବଅଁରପାଳ: ନାଲକୋ ଥାନା ତରଫରୁ ଏଫ.ସି.ଆଇ ଛକ ଠାରେ ହେଲମେଂଟ ଓ ମାସ୍କ ଯାଞ୍ଚ ପାଇଁ ଗାଡି ଗୁଡିକୁ ଅଟକାଇବା ପାଇଁ ପୋଲିସ ସ୍ପିଡ ବ୍ରେକର ବ୍ୟବହାର କରିଥିବା ବେଳେ ଦୁର୍ଘଟଣାରେ ଆଇନଜୀବୀ ଶ୍ର୍ରୀ ଶୀତାଂଶୁ ଶେଖର ନାଥ ଆହତ ହୋଇଛନ୍ତି । ଯାଞ୍ଚ ସ୍ଥଳ ପାଖାପାଖି ହୋଇଥିବା ସମୟରେ ପୋଲିସ!-->…