କରୋନାରୁ ଆରୋଗ୍ୟ ହେବା ପରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ନୂଆ ଗାଇଡ଼ଲାଇନ ଜାରି
ନୂଆଦିଲ୍ଲୀ : କରୋନା ଆକ୍ରାନ୍ତ ଆରୋଗ୍ୟ ହେବା ପରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କରୋନା ପରବର୍ତ୍ତୀ ପରିଚାଳନା ନେଇ ନୂଆ ଗାଇଡ଼ଲାଇନ ଜାରି କରାଯାଇଛି। କରୋନାରୁ ସୁସ୍ଥ ପରେ ପ୍ରତ୍ୟେହ ହାଲୁକା ବ୍ୟାୟାମ କରିବା, ସାମର୍ଥ୍ୟ ଅନୁଯାୟୀ ଯୋଗାସନ, ପ୍ରାଣାୟମ ଓ ଧ୍ୟାନ କରିବା,!-->…