କଂଗ୍ରେସରେ ସାଂଗଠନିକ ପରିବର୍ତନ
ନୂଆଦିଲ୍ଲୀ: କଂଗ୍ରେସର ସାଂଗଠନିକ ସ୍ତରରେ ବଡଧରଣର ଅଦଳବଦଳ ପୂର୍ବକ କାର୍ଯ୍ୟକାରୀ କମିଟି ଓ କେନ୍ଦ୍ରୀୟ ନିର୍ବାଚନ କମିଟିର ପୁନର୍ଗଠନ କରାଯାଇଛି । ଏହା ସହିତ ସର୍ବଭାରତୀୟ କଂଗ୍ରେସ କମିଟିରେ ନୂଆ ସାଧାରଣ ସମ୍ପାଦକ ଓ ବିଭିନ୍ନ ରାଜ୍ୟ ପାଇଁ ପ୍ରଭାରି ନିଯୁକ୍ତ କରାଯାଇଛି । ଅଧ୍ୟକ୍ଷ!-->…