ଜଙ୍ଗଲି ବାରାହା ଶିକାର କରିଥିବା ଚାରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କଲା ଝରିଗାଁ ବନବିଭାଗ

ଝରିଗାଁ : ନବରଙ୍ଗପୁର ଜିଲ୍ଲା ଝରିଗାଁ ବନ ବିଭାଗକୁ ମିଳିଛି ବଡ଼ ସଫଳତା । ଏକ ଜଙ୍ଗଲୀ ବାରହା ଶିକାର ସହ କିଣାବିକା ଅଭିଯୋଗରେ ୪ ଅଭିଯୁକ୍ତଙ୍କୁ ଝରିଗାଁ ବନ ବିଭାଗ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି । ଝରିଗାଁ ବନ ବିଭାଗର ସୂଚନା ଅନୁଯାୟୀ ଝରିଗାଁ ବ୍ଲକ ବାଣୁଆଗୁଡା ପଂଚାୟତ ଜବାଧଡ଼ି

ଜିଲ୍ଲାରେ ଚାରିଆଡେ ଜଳକଷ୍ଟ, ଏବେ ସୁଦ୍ଧା ପାନୀୟ ଜଳପାଇଁ ୨କିଲୋମିଟର ଯିବାକୁ ପଡୁଛି

ଜଗତସିଂହପୁର : ସାରା ଜଗତସିଂହପୁର ଜିଲ୍ଲାରେ ପାଣି ପାଇଁ ଲୋକେ ଡହଳ ବିକଳ ହେବା ସହ ଚାରିଆଡେ ଜଳ କଷ୍ଟ ଯୋଗୁଁ ପାଣି ଟ୍ୟାପ ନିକଟରୁ ୨କିଲୋମିଟର ପର୍ଯ୍ୟନ୍ତ ଲୋକେ ଜାର୍, ପାଣି ବୋତଲଓ ଗରା ମାଧ୍ୟମରେ ଜଳ ନେଉଥିବାର ଦେଖିବାକୁ ମଳୁଛି । ଜିଲ୍ଲାର ଉପକୂଳବର୍ତ୍ତୀ ଗ୍ରାମଠାରୁ ଆରମ୍ଭକରି ସହର,

ସମ୍ବଲପୁରରେ ଡ୍ରିମ ହୋମର ଫ୍ଲାଗସିପ୍ ଷ୍ଟୋର ଉଦ୍ଘାଟିତ

ସମ୍ବଲପୁର: ପଶ୍ଚିମ ଓଡିଶାର ବୃହତ୍ତମ ଶୋ’ରୁମ ‘ଡ୍ରିମ୍ ହୋମ୍’ର ଫ୍ଲାଗସିପ୍ ଷ୍ଟୋର୍ ସମ୍ବଲପୁରର ଅଇଁଠାପାଲି ଛକଠାରେ ଉଦ୍ଘାଟିତ ହୋଇଯାଇଛି । ୩୦୦୦ ବର୍ଗଫୁଟ ବିଶିଷ୍ଟ ଏହି ନୂତନ ଷ୍ଟୋର୍ଟି ସମସ୍ତଙ୍କ ସ୍ୱପ୍ନ ଓ ଆଙ୍କାକ୍ଷାକୁ ବାସ୍ତବତାର ରୂପ ଦେଇପାରିବ ବୋଲି ଆଶା କରାଯାଇଛି । ନିଜସ୍ୱ

ଛତିଶଗଡ଼ର ଦୁଇ ଯୁବକ ଓଡ଼ିଶାରେ ଅଟକ ଘଟଣା

ରାଇଘର ଥାନା ପରେ ନବରଙ୍ଗପୁର ଏସପିଙ୍କ କାର୍ଯ୍ୟାଳୟର ଦ୍ୱାରସ୍ଥ ଗ୍ରାମବାସୀ ରାଇଘର : ଛତିଶଗଡ଼ର ସୋଭା ଥାନା ଅନ୍ତର୍ଗତ ସାଇବାନୀ ଜଂଗଲରେ ନକ୍ସଲ ଏବଂ ଓଡ଼ିଶା ଏସ୍‌ଓଜି ଯବାନଙ୍କ ମଧ୍ୟରେ ଗୁଳିକାଣ୍ଡ ଘଟିବା ପରେ ଏବେ ସେହି ଗ୍ରାମର ଦୁଇ ଯୁବକଙ୍କ ପତ୍ତା ମିଳିପାରୁନାହିଁ | ଗତକାଲି

ଆଇନଜୀବୀ ଦିବସ ନବରଙ୍ଗପୁରରେ ପାଳିତ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ଓକିଲ ସଂଘ ପକ୍ଷରୁ ଉତ୍କଳ ଗୌରବ ମଧୁସୂଦନ ଦାଶଙ୍କ ୧୭୫ ତମ ଜୟନ୍ତୀ ତଥା ଆଇନଜୀବୀ ଦିବସ ପାଳିତ ହୋଇଯାଇଛି । ପୂର୍ବାହ୍ନରେ ସ୍ଥାନୀୟ ମଧୁବାବୁ ପାର୍କ ସ୍ଥିତ ମଧୁବାବୁଙ୍କ ପ୍ରତିମୂର୍ତିରେ ଆଇନଜୀବୀ ମାନେ ମାଲ୍ୟାର୍ପଣ କରିଥିଲେ। ଜିଲ୍ଲା ଦୌରା ଜଜ ଅଦାଲତ

ନବରଙ୍ଗପୁରରେ 100 ୱାଟ ଏଫ୍ ଏମ୍ ଟ୍ରାନ୍ସମିଟର ଆଭାସୀ ମାଧ୍ୟମରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ଉଦଘାଟିତ

ନବରଙ୍ଗପୁର :  ଆଜି ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସାରା ଭାରତରେ 91 ଗୋଟି 100 ୱାଟ କ୍ଷମତା ବିଶିଷ୍ଟ  ଏଫ ଏମ ଟ୍ରାନ୍ସମିଟର ଆଭାସୀ ମାଧ୍ୟମରେ ଉଦ୍ଘାଟନ କରିଛନ୍ତି। ଏହି ଉଦ୍ଘାଟନୀ ଉତ୍ସବରେ ମାନ୍ୟବର ସୂଚନା ଓ ପ୍ରସାରଣ, କ୍ରୀଡା ଓ ଯୁବବିଭାଗ ମନ୍ତ୍ରୀ ଶ୍ରୀ

୮୮ ବର୍ଷରେ ଓଡ଼ିଆ ସିନେମା

ଭୁବନେଶ୍ୱର : ୨୦୨୨ ମସିହା ସରୁ ସରୁ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ନୂତନ ସୂର୍ୟୋଦୟର ଆଶା ସୃଷ୍ଟି ହେଲା । ‘ଦମନ’ ରେକର୍ଡ ପରେ ରେକର୍ଡ ଭାଙ୍ଗି ପାଖାପାଖି ୫ କୋଟି ଟଙ୍କା ଆୟ କଲା । ଖାଲି ବ୍ୟବସାୟିକ ଦୃଷ୍ଟିରୁ ନୁହେଁ, ସିନେ ସମୀକ୍ଷକ ହୁଅନ୍ତୁ ବା ଦର୍ଶକ; ସମସ୍ତେ ଏହି ଚଳଚ୍ଚିତ୍ରର ପ୍ରଶଂସା

ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଲୋକଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ

ଯୋଡା : ରୁଙ୍ଗଟା କମ୍ପାନୀର ସାନିନ୍ଦପୁର ଲୌହ ଏବଂ ବକ୍ସାଇଟ ଖଣିର ସାମାଜିକ ଔଦ୍ୟୋଗିକ ବିଭାଗ ପକ୍ଷରୁ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ କରାଯାଇ ସ୍ଥାନୀୟ ଲୋକଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ କରାଯାଇଥିବା ଖବର ହସ୍ତଗତ ହୋଇଛି । କୋଇଡା ବ୍ଲକ ସାନିନ୍ଦପୁର ଗାଁରେ ବେକାର ଯୁବକ ମାନଙ୍କ ପାଇଁ

ପ୍ରଣତି ଛୋଟରାୟ ବୟନିକାର ପରିଚାଳନା ନିର୍ଦେଶିକା

ଭୁବନେଶ୍ୱର, ୨୭ ।୪ (ନିପ୍ର) : ଆଇଏଏସ୍ ପ୍ରଣତି ଛୋଟରାୟଙ୍କୁ ରାଜ୍ୟ ସରକାର ବୟନିକାର ପରିଚାଳନା ନିର୍ଦେଶକ ଭାବେ ବଦଳି କରିଛନ୍ତି । ଶ୍ରୀମତୀ ଛୋଟରାୟ ଏବେ ଟ୍ରେଜେରୀ ଆଣ୍ଡ ଇନ୍ସ୍ପେକସନ ନିର୍ଦେଶାଳୟର ନିର୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି । ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି

କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିନିଧି ଦଳଙ୍କ ଚମ୍ପୁଆ ପରିଦର୍ଶନ

ଚମ୍ପୁଆ : ଚମ୍ପୁଆ ସଦର ମହକୁମାରେ ପ୍ରସ୍ଥାବିତ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବା ନେଇ ଆଶା ଉଜ୍ଜିବିତ ହୋଇଛି । ଏହି ଦଳ ବିଭିନ୍ନ ଦିଗ ପ୍ରତି ତଦାରଖ କରିବା ପରେ ଚନ୍ଦ୍ରଶେଖର ମହାବିଦ୍ୟାଳୟରେ ନିର୍ମିତ ଅସ୍ଥାୟୀ ଶ୍ରେଣୀ ଗୃହ ପ୍ରାୟ ୧୯ ଗୋଟି କକ୍ଷ ପରିଦର୍ଶନ କରିଥିଲେ । ଏ ସମନ୍ଧରେ