ଗରିଆବନ୍ଧ ପୋଲିସର ଏନ୍କାଉଣ୍ଟରରେ ଜଣେ ନକ୍ସଲଙ୍କ ମୃତ୍ୟୁ
* ଦାନ୍ତେୱାଡା ବିସ୍ପୋରଣର କଡ଼ା ଜବାବ ଦେଲା ଛତିଶଗଡ଼ ପୁଲିସ
ନବରଙ୍ଗପୁର : ଛତିଶଗଡ଼ ପୁଲିସ ପ୍ରଶାସନର ପକ୍ଷରୁ ଏକ ବଡ଼ ସଫଳତା ମିଳିଥିବା ଘଟଣା ସାମ୍ନାକୁ ଆସିଛି l ସିଆର୍ପିଏଫ୍ କୋବ୍ରା ବାଟାଲିୟନ ୨୦୭ ଏବଂ ଗାରିଆବନ୍ଧ ପୋଲିସ ଫୋର୍ସର ମିଳିତ ଅପରେସନ୍ ରେ ହୋଇଥିବା!-->!-->!-->…