ନୂଆ ଯୁଗ ପାଇଁ ନୂଆ ମନ୍ତ୍ର: ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ- ବିଦ୍ୟାଳୟରେ ଶିକ୍ଷାଦାନ କରାଯାଉଥିବା ସମୟରେ ଛାତ୍ରଛାତ୍ରୀ ସେହି ଭାଷା ଉପରେ ଅବଗତ ହେଉଛି କି ନାହିଁ ତାହା ଜାଣିବା ନିହାତି ଆବଶ୍ୟକ । ପାଢପଠିବା ସହିତ ଗୋଟିଏ ବିଷୟ ଉପରେ ପଙ୍ଗାନୁପୁଙ୍ଗ ଚିନ୍ତା କରିବା ଦରକାର ବୋଲି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ।!-->…