ଘାଟିରେ ପୁଣି ଓଲଟିଲା ଶ୍ରମିକ ବସ୍
ରାୟଗଡା- ପୁଣି ଘାଟିରେ ଓଲଟିଲା ଶ୍ରମିକ ବସ୍ । ଏହି ଦୁର୍ଘଟଣାରେ ୪ ଜଣ ଶ୍ରମିକ ଆହାତ ହୋଇଛନ୍ତି । ଏଭଳି ଘଟଣା ଘଟିଛି ରାୟଗଡା ଥାନା ଅର୍ନ୍ତଗତ ଗୁମ୍ମା ଘାଟିରେ । ସୂଚନାଯୋଗ୍ୟ ବସଟି ବଲାଙ୍ଗୀର ଓ ବୈଦ୍ଧ ଜିଳ୍ଲାରୁ ଶ୍ରମିକ ମାନଙ୍କୁ ନେଇ ତାମିଲନାଡୁ ଯାଇଥିଲା । ତେବେ ଘାଟି ପାଖରେ!-->…