ସେବାର ମାନ ଓ କରୋନା
ମଣିଷ ବଣ, ପର୍ବତ, ପାହାଡ଼ ଓ ଗୁମ୍ଫା ଆଦିର ଜୀବନକୁ ଅତିକ୍ରମ କରି ଏବେ ହାଇଟେକ୍ ଯୁଗରେ ପହଞ୍ଚôଛି । ପ୍ରତି ସ୍ତରରେ ମଣିଷର ବିକାଶ ଘଟିଛି । ଏହି ବିକାଶ କହିଲେ, କିଏ କ’ଣ ବୁଝେ, ତାହା ବୁଝିବା ମୁସ୍କିଲ । କିନ୍ତୁ ସାଧାରଣ ଭାବେ ବିକାଶ ସହିତ ମଣିଷର ମୌଳିକ ସମସ୍ୟାଗୁଡ଼ିକ ଜଡ଼ିତ ।!-->…