ଜଟଣୀ ତିରିମହଲ ପଂଚାୟତରେ ଯୁବ କଂଗ୍ରେସ ପକ୍ଷରୁ ରିଲିଫ ବଂଟନ

ଭୁବନେଶ୍ୱର: ଆଜି ଭୁବନେଶ୍ୱର ଜିଲ୍ଲା ଯୁବ କଂଗ୍ରେସର ପୂର୍ବତନ ସଭାପତି ଶ୍ରୀ ସଂକୁନା କହଁରଙ୍କ ନେତୃତ୍ୱରେ ଜଟଣୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବନ୍ୟା ପ୍ରପୀଡିତ ତିରିମହଲ ପଂଚାୟତର ବିଭିନ୍ନ ଗ୍ରାମର ଲୋକମାନଙ୍କୁ ରିଲିଫ ବଂଟନ କରିଥିଲେ । ପ୍ରକାଶଥାଉକି ଶ୍ରୀ କହଁର ଲକ୍ଡାଉନ୍ ଆରମ୍ଭ

ଏଆଇସିସି ନିଯୁକ୍ତ ବନ୍ୟା ନିରକ୍ଷଣ ପ୍ରତିନିଧି ଦଳର କେନ୍ଦୁଝର ଗ୍ରସ୍ତ

ଭୁବନେଶ୍ୱର: ଏଆଇସିସି ଦ୍ୱାରା ଗଠିତ ଟିମ୍ ଆଜି କେଉଁଝର ବନ୍ୟାଂଚଳ ଗ୍ରସ୍ତ କରିବା ସହିତ କ୍ଷୟକ୍ଷତିର ଆକଳନ କରିବା ପାଇଁ ଗ୍ରସ୍ତ କରିଥିଲେ । ଟିମ୍ରେ ଥିବା ପୂର୍ବତନ ପିସିସି ସଭାପତି ଶ୍ରୀ ଜୟଦେବ ଜେନା ଓ କଂଗ୍ରେସ ବିଧାୟକ ଦଳ ମୁଖ୍ୟ ସଚେତକ ଶ୍ରୀ ତାରାପ୍ରସାଦ ବାହିନୀପତିଙ୍କ ସହ

ଅନୁଭବଙ୍କ କୁଶପୁତଳିକା ଦାହ କଲା ବିଜେପି

ରାୟଗଡା : କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ଏବ ତାଙ୍କ ଅଭିନେତ୍ରୀ ପତ୍ନୀ ବର୍ଷା ପ୍ରିୟଦର୍ଶନୀଙ୍କ ଘରୋଇ ହିଂସା ମାମଲା ପଦାକୁ ଆସିବା ପରେ ବିଜେପି ଏହାକୁ ପ୍ରମୁଖ ମୁଦ୍ଧା କରି ରାଜରାସ୍ତାକୁ ଓହ୍ଲାଇଛି । ସାଂସଦ ଅନୁଭବ ମହାନ୍ତିଙ୍କ ନିଜ ପତ୍ନୀଙ୍କୁ ନିର୍ଯ୍ୟାତନା ଦେଉଥିବାରୁ

କଳାହାଣ୍ଡି- କନ୍ଧମାଳ ସୀମାରେ ୪ ମାଓବାଦୀ ନିହତ

ଭୁବନେଶ୍ୱର- କଳାହାଣ୍ଡି-କନ୍ଧମାଳ ସୀମାରେ ପୋଲିସ ଏନକାଉଂଟରରେ ୪ ମାଓବାଦୀ ନିହତ ହୋଇଛନ୍ତି । କଳାହାଣ୍ଡି ଏସିପି ଏନେଇ ସୂଚନା ଦେଇଛନ୍ତି । ମାଓବାଦୀଙ୍କ ଲୁଚିଥିବା ଖବର ପାଇ କଳାହାଣ୍ଡି ପୋଲିସ ସର୍ଚଅପରେସନ ଆରମ୍ଭ କରିଥିଲା । ଆତଙ୍କବାଦୀ ଏହା ଜାଣିବା ପରେ ଉଭୟଙ୍କ ମଧ୍ୟରେ

ବ୍ରାହ୍ନଣଡିହିରୁ ବ୍ରାଉନ ସୁଗାର ଜବତ, ଜଣେ ଗିରଫ

ବାଲିକୁଦା: ବାଲିକୁଦା ଅବକାରି ଓ ବାଳିକୁଦା ଥାନା ପକ୍ଷରୁ ମିଳିତ ଭାବେ ଚଢାଉ କରାଯାଇ ବ୍ରାହ୍ଣଣଡିହି ଗାଁରୁ ୧୦ ଗ୍ରାମ ଓଜନର ବ୍ରାଉନ ସୁଗାର ଜବତ କରାଯାଇଥିବା ବେଳେ ବ୍ରାଉନ ସୁଗାର କାରବାରରେ ଲିପ୍ତ ଥିବା ଅଭିଯୋଗରେ ବାବାଜି ପଣ୍ଡା ନାମକ ଜଣେ ଯୁବକକୁ ଗିରଫ କରାଯାଇ କଲୋର୍ଟ ଚାଲାଣ

ଇମ୍ପା ଶ୍ରମିକ ସଂଘର ନୂତନ କର୍ମକର୍ତା ଚୟନ

ରାୟଗଡା: ଥେରୁବାଲି ଇମ୍ପାଶ୍ରମିକ ସଂଘର ନୂତନ କର୍ମକର୍ତା ଚୟନ ହୋଇଛନ୍ତିା ଆସନ୍ତା ୨ ବର୍ଷ ପାଇଁ ନିର୍ବାଚିତ ହୋଇଥିବା ସମସ୍ତ କର୍ମକର୍ତା ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଥିବା ନେଇ ସିଟୁ ରାୟଗଡା ଜିଲ୍ଲା ସଭାପତି ଆର.ହରିନ୍ଦ୍ର ସୂଚନା ଦେଇଛନ୍ତି । ସଭାପତି ଭାବେ ପ୍ରଦୀପ କୁମାର ସାହୁ,

ସାର୍ବଜନୀନ ବ୍ୟବହାର ପାଇଁ ଆସିଲା ‘ସ୍ପୁଟନିକ୍ ଭି’

ମସ୍କୋ: ନାନା ବାଦବିବାଦ ମଧ୍ୟରେ ଗତ ମାସ ୧୨ ତାରିଖରେ ଲୋକାର୍ପଣ ହୋଇଥିବା ରୁଷ ଦ୍ୱାରା ପ୍ରସ୍ତୁତ ବିଶ୍ୱର ପ୍ରଥମ କୋଭିଡ-୧୯ ଟିକା ‘ସ୍ପୁଟନିକ୍-ଭି’ର ସାର୍ବଜନୀନ ବ୍ୟବହାର ପାଇଁ ପ୍ରଥମ ଦଫା ଟିକାର ମାତ୍ରା ସମୂହକୁ ସର୍ବସାଧାରଣ ଯୋଗାଣ ବ୍ୟବସ୍ଥାରେ ଉପଲବ୍ଧ କରାଯାଇଛି । ସରକାରୀ

କେରଳ ଗଲେ ୬୦ ଶ୍ରମିକ

ଗଞ୍ଜାମ- ପେଟର ଜ୍ୱଳା ଆଗରେ ଫିକା ପଡିଲା କରୋନା ଡର । କରୋନାକୁ ଖାତିରି ନକରି ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଅଂଚଳରୁ୬୦ ଶ୍ରମିକ କେରଳ ଅଭିଭୁଖେ ଯାତ୍ରା କରିଛନ୍ତି । କରୋନା ପାଇଁ ଦୀର୍ଘ ୫ ମାସରୁ ଉଦ୍ଧ୍ୱର୍ ସମୟ ଧରି ହାତଗୋଡ ବାନ୍ଧି ବସିଥିବା ଶ୍ରମିକମାନେ ପୁଣି ଥରେ ବାହାର

୨-୩ ଦିନ ଭିତରେ ଡିଏଲ ଓ ଏଲଏଲ ଡ୍ରାଇଭିଂ ଟେଷ୍ଟ

ଭୁବନେଶ୍ୱର- ୨-ରୁ ୩ ଦିନ ଭିତରେ ଡିଏଲ ଓ ଏଲଏଲ ଡ୍ରାଇଭିଂ ଟେଷ୍ଟ କରାଯିବ । ଏନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି । ଦିନକୁ ୨୦ ଜଣଙ୍କ ଡ୍ରାଇଭିଂ ଟେଷ୍ଟ କରାଯିବ । ଏହି ସମୟରେ କୋଭିଡ ନିୟମ କଡାକଡି ଭାବେ ପାଳନ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।

କୋଭିଡ -୧୯ ମୃତ୍ୟୁ ବରଣ କରୁଥିବା ପୋଲିସ କର୍ମଚାରୀଙ୍କୁ ସଂପୂର୍ଣ୍ଣ ଦରମା : ପୋଲିସ ଡିଜି

ଭୁବନେଶ୍ୱର- କୋଭିଡ -୧୯ରେ ପ୍ରାଣ ହରାଉଥିବା ପୋଲିସ କର୍ମଚାରୀଙ୍କ ପରିବାରକୁ ଚାକିରୀ ଶେଷ ହେବା ପର୍ଯ୍ୟନ୍ତ ସଂପୂର୍ଣ୍ଣ ଦରମା ଦେବାକୁ ପୋଲିସ ଡିଜି କହିଛନ୍ତି । ଆଜି ସେ ନେଇ ଭିଡିଓ କନଫେରେନ୍ସ ଜରିଆରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ସବୁ ଜିଳ୍ଲାର