ଆଜିଠାରୁ ବ୍ଳୁ ଓ ପିଙ୍କ ଜୋନରେ ଗଡିବ ମେଟ୍ରୋ ଟ୍ରେନ
ନୂଆଦିଲ୍ଲୀ- କରୋନା ଲକଡାଉନ ପାଇଁ ୧୭୧ ଦିନ ପର୍ଯ୍ୟନ୍ତ ବନ୍ଦ ରହିଥିବା ମେଟ୍ରୋ ଟ୍ରେନ ସେପ୍ଟମ୍ବର ୯ ତାରିଖ ଦିନ ୟୋଲୋ ଜୋନରେ ଗଡିଛି । ଆଜି ବ୍ଲୁ ଓ ପିଙ୍କ ଜୋନରେ ମେଟ୍ରୋ ଟ୍ରୋନ ଗଡିବା ଆରମ୍ଭ କରିଛି । ଦିଲ୍ଲୀ ମେଟ୍ରୋ ଟ୍ରୋନ କରର୍ପୋରେସନ ପକ୍ଷରୁ ଘୋଷଣା କରାଯାଇଥିଲା ୩ଟି!-->…