୨୫ ପ୍ରତିଶତ ଲୋକଙ୍କଠାରେ ଆଂଟିବଡି ଡେଭଲପ୍
ରାଉରକେଲା- ଆରଏମଆରସି ପକ୍ଷରୁ ହୋଇଥିବା ସେରୋ ସର୍ଭେରୁ ଜଣାପଡିଛି ଯେ ରାଉରକେଲାରେ ୨୫ ପ୍ରତିଶତ ଲୋକଙ୍କଠାରେ ଆଂଟିବଡି ଡେଭଲପ୍ ହୋଇଛି । ଏନେଇ ସ୍ୱାସ୍ଥ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର କହିଛନ୍ତି । ଆଂଟିବଡି ଡେଭଲପ ହେଲେ କରୋନା ପ୍ରତିଷେଧକରେ ସହାୟକ ହେବ । ଗତ ଅଗଷ୍ଟ ୩୧ରୁ ସେପ୍ଟେମ୍ବର!-->…