ଆତଙ୍କବାଦୀଙ୍କ ଟାର୍ଗେଟରେ ହରିୟାଣା ରେଳ ଷ୍ଟେସନ
ନୂଆଦିଲ୍ଲୀ- ଆତଙ୍କବାଦୀ ହରିୟଣା ରେଳ ଷ୍ଟେସନକୁ ବମିଂ କରି ଉଡାଇ ଦେବାକୁ ଟାର୍ଗେଟ କରିଛନ୍ତି । ସୂଚନା ମିଳିବା ପରେ ହରିୟଣାର ବିିଭିନ୍ନ ରେଳ ଷ୍ଟେସନରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ରେଳବାଇ ପୋଲିସ ରେଲୱେ ପ୍ରୋଟେକ୍ସନ ଫୋର୍ସକୁ ଜଣାଇବା ପରେ ଉଭୟ ପୋଲିସ ପକ୍ଷରୁ!-->…