ଅଙ୍ଗନବାଡି କର୍ମୀଙ୍କୁ ଆକ୍ରମଣ
ବ୍ରହ୍ମପୁର : କେତେ ଦୟନୀୟ ଆମ ସମାଜର ମାନସିକତା ନିଜ କର୍ତବ୍ୟ ତୁଲାଇବାକୁ ଯାଇ ଜଣେ କରୋନା ଯୋଦ୍ଧା ଅଙ୍ଗନବାଡି କର୍ମୀ ଯୁବକଙ୍କ ଆକ୍ରମଣର ଶିକାରା ହୋଇଛନ୍ତି । ତାଙ୍କ ଭୁଲ କେବଳ ଏତିକି ଥିଲାଯେ ଜଣେ ମହିଳା ଆକ୍ରାନ୍ତ ଚିହ୍ନଟ ହେବା ପରେ ତାଙ୍କ ଘର ସାମନାରେ ପୋଷ୍ଟର ଟିଏ ଲଗାଇଥିଲେ ।!-->…