କୋକାକୋଲା ଭାରତ ଏବଂ ଦକ୍ଷିଣ ପଶ୍ଚିମ ଏସିଆର ଦାୟିତ୍ୱ ନେବେ ସଙ୍କେତ ରାୟ
ଭୁବନେଶ୍ୱର- ଓଡିଆ ପୁଅ ସଙ୍କେତ ରାୟ କୋକାକୋଲାର ଭାରତ ଏବଂ ଦକ୍ଷିଣ ପଶ୍ଚିମ ଏସିଆର ଦାୟିତ୍ୱ ନେବେ । ୨୦୨୧ ଜାନୁଆରୀ ୧ ତାରିଖରେ ସେ ଟି କୃଷ୍ଣକୁମାରଙ୍କ ଠାରୁ ଦାୟିତ୍ୱ ନେବେ । ବର୍ତମାନ ସଙ୍କେତ କୋକାକୋଲା ଚାଇନାର ମୁଖ୍ୟ ଦାୟିତ୍ୱରେ ଅଛନ୍ତି । ସେ ଭୁବନେଶ୍ୱର ଡିଏମ ସ୍କୁଲରେ!-->…