ଦେଶରେ ଗତ ୨୪ଘଂଟାରେ ୯୦ ହଜାର ପାର ଆକ୍ରାନ୍ତଙ୍କ ସଂଖ୍ୟା
ନୂଆଦିଲ୍ଲୀ- ଆଜି ଦେଶରେ ସାର୍ବଧିକ ୯୦,୮୦୨ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୨,୦୪,୬୧୩କୁ ବୃଦ୍ଧି ପାଇଛି । ଏମାନଙ୍କ ମଧ୍ୟରୁ ୩୨,୫୦,୪୨୯ ଆକ୍ରାନ୍ତ ଆରୋଗ୍ୟଲାଭ କରିଥିବା ବେଳେ ୭୧,୬୪୨ ଜଣଙ୍କ ମୃତ୍ୟୁ ହୋଇଛି!-->…