ସ୍ୱାଭିମାନ ଅଂଚଳରେ ମୋବାଇଲ ସେବା
ମାଲକାନାଗିରି- ମାଲକାନାଗିରି ଜିଲ୍ଲା ସ୍ୱାଭିମାନ ଅଂଚଳରେ ଆରମ୍ଭ ହୋଇଛି ମୋବାଇଲ ସେବା । ଘରୋଇ ଏୟାରଟେଲ ଏହି ସେବା ଯୋଗାଇ ଦେଇଛି । ହାନ୍ତାଳଗୁଡା, ପିପଲଦର, ଯନ୍ତାପାଇ ଓ ଦାରଲାବେଡାର ୩୦ ହଜାର ଲୋକ ଉପକୃତ ହେବେ । ନକ୍ସଲଙ୍କ ଭୟରେ ଏହି ଅଂଚଳରେ ମୋବାଇଲ ସେବା ଆରମ୍ଭ ହୋଇପାରୁନଥିଲା ।!-->…