‘ବିପିଏଲ-୨୦୨୦’ଉଦ୍ୟାପିତ: ସି ଟାଇଗର୍ସକୁ ହରାଇ ଡେକାନ୍ ୱାରିୟର୍ସ ଚାମ୍ପିୟନ୍
ବାଲେଶ୍ୱର: ବାଲେଶ୍ୱର କ୍ରିକେଟିୟର୍ସ ଆସୋସିଏସନ ପକ୍ଷରୁ ଗତ ଫେବୃଆରୀ ୨୭ ତାରିଖରୁ ଆରମ୍ଭ ହୋଇଥିବା ବାଲେଶ୍ୱର ପ୍ରିମିୟର ଲିଗ୍ର ଏକାଦଶ ସଂସ୍କରଣ ‘ବିପିଏଲ-୨୦୨୦’ କ୍ରିକେଟ୍ ପ୍ରେମୀଙ୍କ ବିପୁଳ ସମାଗମ ମଧ୍ୟରେ ସହରର ପରମିଟ୍ ପଡ଼ିଆରେ ଉଦ୍ୟାପିତ ହୋଇଯାଇଛି । ୨୦ ଓଭର ବିଶିଷ୍ଟ!-->…