ଆରଏସ୍ଏସ୍ ତରଫରୁ ୨୦ କୁଇଂଟାଲ ଗୋଖାଦ୍ୟ ଓ ୯୦୦ ପ୍ୟାକେଟ ଅତ୍ୟାବଶ୍ୟକ ସାମଗ୍ରୀ ବିତରଣ
କେନ୍ଦ୍ରାପଡା: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ,କେନ୍ଦ୍ରାପଡା ଜିଲ୍ଲା ତରଫରୁ ପଟ୍ଟାମୁଣ୍ଡାଇ, ଆଳି ଏବଂ ରାଜନଗର ବ୍ଲକର ଅଳପୁଆ, ଦାଣ୍ଡିସାହି, ତରଡିପାଳ, କଅଁରପୁର, ପାଳିନି, ଚଟିବାଙ୍କ, ବେଲପାଳ, ନଗଡ, ରାଜପୁର ଏବଂ ବାଲି ଅଂଚଳର ବନ୍ୟା ପୀଡିତଙ୍କୁ ବିଭିନ୍ନ ପ୍ରକାର ସାମଗ୍ରୀ ଯୋଗାଇ ଦିଆ!-->…