ସେପ୍ଟେମ୍ବର ୫ ତାରିଖ ସୁଦ୍ଧା ୧୫ ଲକ୍ଷ ଭାରତୀୟ ଦେଶକୁ ଫେରିଛନ୍ତି: ହରଦୀପ ପୁରୀ
ନୂଆଦିଲ୍ଲୀ- କରୋନା ମହାମାରୀ ପାଇଁ ଦେଶରେ ବହାରେ ଥିବା ୧୫ ଲକ୍ଷ ଭାରତୀୟ ଦେଶକୁ ପ୍ରତ୍ୟାବର୍ତନ କରିଛନ୍ତି । ସେଥିମଧ୍ୟରୁ ୪.୫ ଲକ୍ଷ ଭାରତୀୟ ବନ୍ଦେ ଭାରତ ମିସନ ଜରିଆରେ ଆସିଛନ୍ତି । ଏନେଇ ବେସମାରିକ ବିମାନଚଳାଚଳ ମନ୍ତ୍ରୀ ହରଦୀପ ପୁରୀ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି!-->…