ଗୁରୁଦିବସରେ କୃତୀ ଶିକ୍ଷୟତ୍ରୀ ଓ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା
ଜଗତସିଂହପୁର: ମହାନ ଦାର୍ଶନିକ, ପ୍ରଖ୍ୟାତ ଶିକ୍ଷାବିତ, ଦେଶଭକ୍ତ, ସ୍ୱାଧିନତା ସଂଗ୍ରାମୀ ଏବଂ ଭାରତର ପ୍ରଥମ ଶିକ୍ଷାମନ୍ତ୍ରୀ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମ, ଗୁରୁ ଦିବସ ଉତ୍ସବ ପାଳିତ ହୋଇଯାଇଛି । ବାଲିକୁଦା ବ୍ଲକର ଇଛାପୁର ଗ୍ରାମ ପଞ୍ଚାୟତର ବାଖରାବାଜ ପ୍ରାଥମିକ!-->…