ଗୁରୁ ଦିବସର ଅନୁଚିନ୍ତା
ଏକ ଆଦର୍ଶ ସମାଜ ଗଠନ ଦିଗରେ ଶିକ୍ଷକଙ୍କ ଭୂମିକା ଅନସ୍ୱୀକାର୍ଯ୍ୟ। ଏଭଳି ଭୂମିକା ନିଭାଉଥିବା ଗୁରୁ ରାଜାଙ୍କଠାରୁ ରଙ୍କ ପର୍ଯ୍ୟନ୍ତ ସମସ୍ତ ନିକଟରେ ପ୍ରାତଃ ସ୍ମରଣୀୟ ଏବଂ ବନ୍ଦନୀୟ। ସମାଜକୁ ଦିଗ୍ଦର୍ଶନ ଦେଇ ସତ୍ ମାର୍ଗରେ ନେବା, ସମାଜର କଲ୍ୟାଣ ସାଧନ, ସାମାଜିକ ମୂଲ୍ୟବୋଧର ସୁରକ୍ଷା,!-->…