ରାଜଦ୍ରୋହ ଓ ହତ୍ୟା ଧମକ୍ : ହସନକୁ ୪ ଦିନିଆ ରିମାଣ୍ଡରେ ନେଲା ୟୁପି ପୁଲିସ
ସାଲେପୁର : ସାଲେପୁର ବ୍ଲକର କୁସମ୍ବୀ ଗ୍ରାମର ସୟଦ ହସନ ଅହମ୍ମଦକୁ ରାଜଦ୍ରୋହ ଓ ହତ୍ୟା ଧମକ ଅଭିଯୋଗରେ ଉତ୍ତର ପ୍ରଦେଶ ପୁଲିସ ଶୁକ୍ରବାର ୪ ଦିନିଆ ରିମାଣ୍ଡରେ ନେଇଛି। ସାଲେପୁର କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଉତ୍ତର ପ୍ରଦେଶ ପୁଲିସ ସେଠାକୁ ନେଇଛି। ସେଠାରେ ବାଗପତ ଜିଲ୍ଲା!-->…