ଯାଜପୁର ଜିଲ୍ଲାରେ ସୁଧୁରୁଛି ବନ୍ୟା ପରିସ୍ଥିତି
ଯାଜପୁର: ବ୍ରାଦ୍ମଣୀ ଓ ବୈତରଣୀ ନଦୀର ଜଳସ୍ତର ହା୍ରସ ପାଉଥିବାରୁ ଯାଜପୁର ଜିଲ୍ଲାର ବନ୍ୟା ପରିସ୍ଥିତିରେ ସୁଧାର ଆସିଚ୍ଥି । ଯେଉଁ ଅଂଚଳ ଗୁଡିକୁ ସଡକ ପଥରେ ଯୋଗାଯୋଗ ସମ୍ଭବ ହୋଇଚ୍ଥି ସେଠାରେ ରିଲିପଂ ଓ ପଲିଥିନ ବଣ୍ଟନକୁ ତ୍ୱରାନ୍ୱିତ କରାଯାଇଚ୍ଥି । ଅପର ପକ୍ଷରେ ଜଳବନ୍ଦୀ ଅଂଚଳରେ!-->…