ଆଦିତ୍ୟ ମୃତ୍ୟୁ ମାମଲାର ନୂଆ ମୋଡ
ଭୁବନେଶ୍ୱର- ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ମାମଲା ଦିନକୁ ଦିନ ନୂଆ ମୋଡ ନେଉଛି । ଆଦିତ୍ୟ ମୃତ୍ୟୁମାମଲାରେ ଜଣେ ସାଇକୋ ଲେଡିଙ୍କ ହାତ ଅଛି ବୋଲି ତାଙ୍କ ବାପା କହୁଥିବା ବେଳେ ଆଜି ତାଙ୍କ ମା ମଧ୍ୟ ସମାନ କଥା କହିଛନ୍ତି । ଆମେ ସନ୍ଦେହ କରୁଛୁ, ମୋ ପୁଅ ମୃତ୍ୟୁରେ ସେ ଯୁବତୀଙ୍କ!-->…