ଆଦାନୀ ଧାମରା ପୋର୍ଟରେ ଜାତୀୟ ଅଗ୍ନିଶମ ସେବା ସପ୍ତାହ ପାଳିତ
ଧାମରା : ଆଦାନୀ ଧାମରା ପୋର୍ଟ ପରିସରରେ ୭୯ତମ ଅଗ୍ନିଶମ ସେବା ସସ୍ତାହ ପାଳିତ ହୋଇଯାଇଛି । ଏହି ଅବସରରେ ଦିବଂଗତ ଅଗ୍ନିଶମ ସୁରକ୍ଷା କର୍ମଚାରୀଙ୍କ ଉଦେଶ୍ୟରେ ପୋର୍ଟ ମୁଖ୍ୟ ପରିଚାଳନା ଅଧିକାରୀ ସଂଜୀବ କୁମାର ଗୁପ୍ତା ଓ ଆଦାନୀ ପୋର୍ଟ ସ୍ୱତବ ଅର୍ଥନୈତିକ ଜୋନ୍ ସୁରକ୍ଷା ବିଭାଗ ମୁଖ୍ୟ!-->…