ମୋଦୀ ସରକାରଙ୍କୁ ଘେରିଲେ କଂଗ୍ରେସ-ଟିଏମସି ନେତା
ନୂଆଦିଲ୍ଲୀ- ମହାମାରୀ କରୋନା ପାଇଁ ଚଳିତ ବର୍ଷ ମୌସୁମୀ ଅଧିବେଶନରେ ପ୍ରଶ୍ନାକାଳ ରହିବ ନାହିଁ । ଏନେଇ ରାଜ୍ୟସଭା ସଚିବ ଏକ ବିଜ୍ଞପ୍ତି ଜାରି କରିଛନ୍ତି । ତେବେ ପ୍ରଶ୍ନକାଳ ଉଠାଇବା ପ୍ରସଙ୍ଗରେ କଂଗ୍ରେସ ଟିଏମସି ନେତା ବିରୋଧ କରିଛନ୍ତି । କଂଗ୍ରେସ ସାଂସଦ ଶଶି ଥରୁର କହିଛନ୍ତି!-->!-->!-->…