ଆଦିତ୍ୟଙ୍କ ମୃତ୍ୟୁ ମାମଲାରେ ସାଇକୋ ଲେଡି
ଭୁବନେଶ୍ୱର- ଆଦିତ୍ୟ ଦାଶ ମୃତ୍ୟୁ ମାମଲାର ନୂଆ ଟ୍ୱିଷ୍ଟ । ଜଣେ ସାଇକୋ ଲେଡିକୁ ନେଇ ତାଙ୍କ ବାପା ଆଣିଲେ ସଙ୍ଗିନ ଅଭିଯୋଗ । ବାହାଘର ପୂର୍ବରୁ ଜଣେ ଯୁବତୀ ଆଦିତ୍ୟଙ୍କୁ ବ୍ଳାକମେଲିଂ କରୁଥିଲା । ଏ ଦିଗରେ କ୍ରାଇମବ୍ରାଂଚ ତଦନ୍ତ ନ କରୁଥିବାରୁ ସିବିଆଇ ତଦନ୍ତ ଦାବି ନେଇ ଆମେ!-->…