ଜିଲ୍ଲାପାଳଙ୍କ ଦ୍ୱାରା କରଞ୍ଜିଆ ମହୋତ୍ସବର ମୁଖ ପତ୍ର ମାଟିର ମହକ ଉନ୍ମୋଚିତ
କରଞ୍ଜିଆ : ପାଞ୍ଚପୀଢ ଉପ - ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅଗ୍ରଣୀ ଅନୁଷ୍ଠାନ କରଞ୍ଜିଆ ମହୋତ୍ସବ ର ବାର୍ଷିକ ମୁଖପତ୍ର ମାଟିର ମହକ ଜିଲ୍ଲାପାଳ ଭିନିତ ଭରଦ୍ୱାଜ ଙ୍କ ଦ୍ୱାରା ଉନ୍ମୋଚନ ହୋଇଛି l ଏହି ଉତ୍ସବରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରିଷିକେଶ ଦିନଦ୍ୟାନ ଖିଲାରୀ, ପି. ଏ.!-->!-->!-->…