ଓଡିଆରେ ପ୍ରଥମଥର ପାଇଁ “ଦେବଦାସ” ମ୍ୟୁଜିକାଲ ପ୍ଲେ
ଭୁବନେଶ୍ୱର : ପ୍ରଥମ ଥର ପାଇଁ ଓଡିଆରେ ମଞ୍ଚସ୍ଥ ହେବାକୁ ଯାଉଛି, 'ଦେବଦାସ - ମ୍ୟୁଜିକାଲ୍ ପ୍ଲେ' l ଅରୋମିରା ଏଣ୍ଟରଟେନମେଣ୍ଟ ଆଣିବ ସମ୍ପୂର୍ଣ୍ଣ ଓଡିଆରେ ଏହି କାଳଜୟୀ ପ୍ରେମ ଗାଥା ଯାହା ଦର୍ଶକ ରବୀନ୍ଦ୍ର ମଣ୍ଡପରେ ଆସନ୍ତା ୨୭ ତାରିଖ (ଗୁରୁବାର) ଦିନ ଉପଭୋଗ କରିବେ l ଦେବଦାସ!-->…