ସରଗିତଳିଆକୁ ପହଞ୍ଚିଲା ଡାକ୍ତରୀ ଟିମ୍ ଶିଶୁଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ଓ ଟୀକାକରଣ କେନ୍ଦ୍ର ପାଇଁ ନିଷ୍ପତ୍ତି
ଯୋଡା : ଯୋଡା ପୌରପାଳିକା ଅନ୍ତର୍ଗତ ୧୩ ନଂ ୱାର୍ଡର ସରଗିତଳିଆ ଠାରେ ୩୦ରୁ ଉର୍ଦ୍ଧ୍ଵ ଶିଶୁ ଅପପୃଷ୍ଟିରେ ଶିକାର ହେବା ଆଶଙ୍କା ନେଇ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତତ୍ପର ହୋଇଉଠିଛି । ରବିବାର ପୂର୍ବାହ୍ନ ସମୟରେ ଏକ ଡାକ୍ତରୀ ଟିମ୍ ଉକ୍ତ ୱାର୍ଡକୁ ପହଞ୍ଚି!-->…