କଳାହାଣ୍ଡି ବିଶ୍ଵବିଦ୍ୟାଳୟରେ ଟେକ ମହେନ୍ଦ୍ରା ଦ୍ଵାରା ୨୭ ଜଣଙ୍କୁ ନିଯୁକ୍ତି
ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ନିୟୋଜନ କାର୍ଯ୍ୟାଳୟ କଳାହାଣ୍ଡି ତରଫରୁ କଳାହାଣ୍ଡି ବିଶ୍ୱବିଦ୍ୟାଳୟ ଠାରେ ଏକ ନିଯୁକ୍ତି ଶିବିର ଅନୁଷ୍ଠିତ ହେଇ ଯାଇଛି। ଏଥିରେ ଟେକ ମହେନ୍ଦ୍ରା ସଂସ୍ଥା ରେ ନିଯୁକ୍ତି ପାଇଁ ୧୨୦ ଜଣ ପ୍ରାଥୀ/ପ୍ରାଥୀନି ପଂଜିକୃତ ହୋଇଥିଲେ ସେଥି ମଧ୍ୟରୁ ୨୭ ଜଣ!-->…