ଧାମରା ବନ୍ଦରରେ ଲାଗିଲା ପ୍ରଥମ ସିଏନଜି କାର୍ଗୋ ଜାହାଜ
ଧାମରା : ଭଦ୍ରକ ଜିଲ୍ଲା ଧାମରା ବନ୍ଦରରେ ଲାଗିଲା ପ୍ରଥମ ସିଏନଜି କାର୍ଗୋ ଜାହାଜ । କତାରରୁ ‘ମିଲାହା ରାସ୍ ଲାଫାନ’ ନାମକ ଜାହାଜ ସିଏନଜି ନେଇ ପ୍ରଥମଥର ପାଇଁ ଆଦାନି ଧାମରା ବନ୍ଦରରେ ଲାଗିଛି । ଏହି ଜାହାଜଟି ୨୬ ମିଲିୟନ ପ୍ରାକୃତିକ ଫ୍ରୋଜନ ଗ୍ୟାସ ନେଇ ଧାମରାବନ୍ଦରରେ ପହଞ୍ଚିଛି ।!-->…