ଟପ୍ ପୋଷ୍ଟରେ ୫ ଓଡିଆ ପୁଅ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶାସନକାଳ ମଧ୍ୟରେ ଓଡିଶାର ବିଶିଷ୍ଟ ଜ୍ଞାନୀ ଗୁଣୀ ଲୋକ ଦେଶର ବିଭିନ୍ନ ଉଚ୍ଚ ପଦବୀରେ ଅବସ୍ଥାପିତ ହୋଇଛନ୍ତି । ଓଡିଶା ପାଇଁ ଏହା ଏକ ବଡ ସମ୍ନାନ କହିଲେ ଅତ୍ୟୁକ୍ତି ହେବ ନାହିଁ । ଦେଶ ସ୍ୱାଧୀନ ହେବାପର ଠାରୁ ଦେଶର ପ୍ରଶାସନିକ କ୍ଷେତ୍ରରେ…

ଜବାବ ଦିଅ ଗର୍ଲଫ୍ରେଣ୍ଡ

କରୋନା କାଳରେ ମୁମ୍ବାଇ ସହର ଥିଲା ସଟଡାଉନ । ୭ଜୁନ୍ ଯାଏ ସବୁକିଛି ଠିକଠାକ ଥିଲା । ଲକଡାଉନ୍ କାରଣରୁ ସୁଟିଂ ବନ୍ଦ ରହିଥିବା ବେଳେ ଘରୁ ବାହାରକୁ ଯିବା ଆସିବା ନଥିଲା ସୁଶାନ୍ତଙ୍କର । ସୁଶାନ୍ତ ଓ ତିନିଜଣ ସାଥି ଓ ସହକାରୀ ଗ୍ରାଉଣ୍ଡ ଫ୍ଲୋରରେ ରହୁଥିବା ବେଳେ ସୁଶାନ୍ତ ଓ ରିୟା ଏକାଠି…

କୃଷି ଭିତିଭୂମି ପାଇଁ ଚାଷୀଙ୍କ ଆକାଉଂଟକୁ ଗଲା ୧୭ ହଜାର କୋଟି ଟଙ୍କା

ନୂଆଦିଲ୍ଲୀ- କୃଷି ଭିତିଭୂମି ପାଇଁ ଚାଷୀଙ୍କ ଆକାଉଂଟକୁ ଗଲା ୧୭ ହଜାର କୋଟି ଟଙ୍କା । ଏହା ଦ୍ୱାରା ସାଢେ ୮ କୋଟି ଚାଷୀ ଉପକୃତ ହେବେ । ଏହା ଦ୍ୱାରା ଦେଶରେ କୃଷି ଭିତିଭୂମିର ବିକାଶ ସହ ଦେଶର ଗ୍ରାମୀଣ ଅର୍ଥବ୍ୟବସ୍ଥାର ଚିତ୍ର ବଦଳିବ ବୋଲି ଜଣାପଡିଛି । କରୋନା ମହାମାରୀ ସମୟରେ…

ଅଯୋଧ୍ୟା ଭଳି ନେପାଳରେ ତିଆରି ହେବ ରାମ ମନ୍ଦିର, ନିର୍ଦେଶ ଦେଲେ ଓଲି

କାଠମାଣ୍ଡୁ: ନେପାଳ ପ୍ରଧାନମନ୍ତ୍ରୀ କେ. ପି. ଶର୍ମା ଓଲି ନିଜ ଦେଶରେ ଭଗବାନ ରାମଙ୍କ ମନ୍ଦିର ନିର୍ମାଣ କରିବେ। ପୂର୍ବରୁ ସେ ରାମଙ୍କ ଜନ୍ମସ୍ଥାନ ନେପାଳରେ ବୋଲି ଦାବି କରିଥିବାବେଳେ ଏବେ ସେଠାରେ ମନ୍ଦିର ନିର୍ମାଣ କରିବାକୁ ନିର୍ଦେଶ ଦେଇଛନ୍ତି। ଗତମାସରେ ଓଲି ନେପାଳର ଠୋରି ନିକଟରେ…

୭୨ ଘଂଟା ପାଇଁ ଢେଙ୍କାନାଳ ମୁନ୍ୟସିପାଲିଟର ୨ ଅଂଚଳ କଂଟେନମେଂଟ ଘୋଷଣା

ଢେଙ୍କାନାଳ- ଢେଙ୍କାନାଳ ମୁନ୍ୟସିପାଲିଟର ୨ ଅଂଚଳ ୱାଡ ନମ୍ବର.୧୦ ଓ ବାଉଁଶପାଟନାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ୭୨ ଘଂଟିଆ କଂଟେନମେଂଟ ଘୋଷଣା କରିଛନ୍ତି ଜିଲ୍ଲାପ୍ରଶାସନ । ଗତକାଲି ରାତି୭ରୁ ୧୧ ତାରିଖ ସଂଧ୍ୟା ୭ ପର୍ଯ୍ୟନ୍ତ କଟକଣା ବଳବତର ରହିବ । କରୋନା…

ନେସନ୍ସ ପ୍ରାଇଡ଼ ବୁକ ଅଫ ରେକର୍ଡ଼ରେ ସ୍ଥାନ ପାଇବ ସମାଜସେବୀ ମୀରା ପରିଡ଼ାଙ୍କ ନାମ

ଭୁବନେଶ୍ୱର : ନେସନ୍ସ ପ୍ରାଇଡ଼ ବୁକ ଅଫ ରେକର୍ଡ଼ରେ ସମାଜସେବୀ ମୀରା ପରିଡ଼ାଙ୍କ ନାମ ସ୍ଥାନ ପାଇବ। ନେସନ୍ସ ପ୍ରାଇଡ଼ ବୁକ ଅଫ ରେକର୍ଡ଼ର ନିର୍ଦ୍ଦେଶକ ଗୁଞ୍ଜନ ମେହତାଙ୍କ କହିବା ଅନୁଯାୟୀ, ଆସନ୍ତା ୧୪ ଅଗଷ୍ଟ ୨୦୨୦ର ହରିୟାଣାର ଗୁରୁଗାଓଁରେ ଆୟୋଜିତ ହେବାକୁ ଥିବା ଏକ ଆୟୋଜନରେ ନେସନ୍ସ…

ପ୍ରଭୁ ରାମଙ୍କ ଅଭିଷେକ କଲେ ଇଂଲଣ୍ଡ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍

ଲଣ୍ଡନ: ଅଯୋଧ୍ୟାରେ ଗତ ୫ ତାରିଖରେ ଶ୍ରୀରାମମନ୍ଦିର ଭୂମି ପୂଜନ ସମୟରେ ଦେଶ ବିଦେଶରେ ଏଥିପାଇଁ ପ୍ରଭୁ ଶ୍ରୀରାମଙ୍କ ପୂଜାର୍ଚନା ହୋଇଛି । ଆମେରିକାର ଟାଇମ୍ସ ସ୍କୋୟାରଠାରୁ ଆରମ୍ଭ କରି ନ୍ୟୁଜିଲାଣ୍ଡ ପର୍ଯ୍ୟନ୍ତ ବିଭିନ୍ନ ଦେଶରେ ଶ୍ରୀରାମଙ୍କ ଡ଼ିଜିଟାଲ ଛବି ପ୍ରଦର୍ଶିତ ହୋଇଛି । ଏବେ ଆଉ…

କୋଭିଡ କେୟାର ହସ୍ପିଟାଲ ଅଗ୍ନିକାଣ୍ଡରେ ମୃତ୍ୟବରଣ କରିଥିବା ପରିବାରକୁ ୫୦ ଲକ୍ଷ ଟଙ୍କାର କ୍ଷତି ପୂରଣ

ବିଜୟୱାଡା- ଆନ୍ଧ୍ରପ୍ରଦେଶ ବିଜୱାଡା କୋଭିଡ କେୟାର ସେଂଟର ସାଜିଥିବା ଏକ ହୋଟେଲରେ ନିଆଁ ଲାଗି ମୃତ୍ୟ ବରଣ କରିଥିବା ପରିବାରକୁ ୫୦ ଲକ୍ଷ ଟଙ୍କା ଲେଖାଏ କ୍ଷତି ପୂରଣ ଘୋଷଣା କରିଛନ୍ତି ଆନ୍ଧ୍ର ମୁଖ୍ୟମନ୍ତ୍ରୀ ୱାଇଏସ୍ ଜଗନ ମୋହନ ରେଡ୍ଡୀ । ତେବେ କେଉଁ କାରଣ ପାଇଁ ଅଗ୍ନିକାଣ୍ଡ ହେଲା ସେ…

କରୋନାରୁ ସୁସ୍ଥ ହେଲେ ଅମିତ ଶାହ

ନୂଆଦିଲ୍ଲୀ- କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । ଏନେଇ ସୂଚନା ଦେଇଛନ୍ତି ବିଜେପି ନେତା ମନୋଜ ତିୱାରୀ । ଅଗଷ୍ଟ ୨ ତାରିଖରେ କରୋନା ପଜିଟଭି ଚିହ୍ନଟ ହେବା ପରେ ତାଙ୍କୁ ରହିୟାଣା ଗୁରୁଗ୍ରାମ ମେଦାନ୍ତ ହସ୍ପିଟାଲରେ ଭର୍ତି କରାଯାଇଥିଲା । ତେଣୁ ଆଜି ତାଙ୍କ…

ପାରଦୀପ ବନ୍ଦର ହସ୍ପିଟାଲ ବନ୍ଦ

ପାରାଦୀପ- ପାରାଦୀପ ବନ୍ଦର ହସ୍ପିଟାଲରେ ଜଣେ ଆଟେଣ୍ଡାଂଟ କରୋନାରେ କରୋନାରେ ଆକ୍ରାନ୍ତ ଚିହ୍ନଟ ହେବାପରେ ଦିନକୁ ପାଇଁ ବନ୍ଦ କରାଯାଇଛି । ହସ୍ପିଟାଲ ସାନିଟାଇଜ କରିବା ପରେ ଆସନ୍ତାକାଲି ଖୋଲା ଯିବା ନେଇ କର୍ତୃପକ୍ଷ ସୂଚନା ଦେଇଛନ୍ତି । ଜଗତସିଂହପୁର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ…