ବିଶ୍ୱବ୍ୟାଙ୍କର ଅଧ୍ୟକ୍ଷ ହେବେ ଭାରତ ଜନ୍ମିତ ଅଜୟ ବଙ୍ଗା
ନିୟୁର୍କ : ଭାରତୀୟ ବଂଶୋଦ୍ଭବ ଅଜୟ ବଙ୍ଗା ବିଶ୍ୱ ବ୍ୟାଙ୍କର ଅଧ୍ୟକ୍ଷ ହେବେ । ବୁଧବାର ନାମାଙ୍କନ ପତ୍ର ଦାଖଲ ଶେଷ ହୋଇଥିବା ବେଳେ ଅନ୍ୟ କୌଣସି ଦେଶ ସାର୍ବଜନୀନ ଭାବେ ବିକଳ୍ପ ପ୍ରାର୍ଥୀ ପ୍ରସ୍ତାବ ଦେଇନଥିବା ଯୋଗୁ ସେ ବିନା ପ୍ରତିଦ୍ୱନ୍ଦ୍ୱିତାରେ ଅଧ୍ୟକ୍ଷ ନିର୍ବାଚିତ ହେବା ସ୍ପଷ୍ଟ!-->…