ସାଲିଆସାହିରେ ଏପର୍ଯ୍ୟନ୍ତ ୧୧୨ କରୋନା ପଜେଟିଭ
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ସବୁଠାରୁ ବଡ଼ ବସ୍ତି ସାଲିଆସାହିରେ ଏପର୍ଯ୍ୟନ୍ତ ପ୍ରାୟ ୧୧୨ ଜଣ କରୋନା ପଜେଟିଭ ଚିହ୍ନଟ ହୋଇସାରିଲେଣି, ଯାହା ରାଜଧାନୀ ପାଇଁ ବଡ଼ ଚାଲେଞ୍ଜ ମଙ୍ଗଳବାର ସାଲିଆସାହିରୁ ୧୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥି ବେବେଳ ୧୦ ଜଣ ଚିହ୍ନଟ ହୋଇଛନ୍ତି । ଦୁଇ ଦିନରେ ୨୧!-->…