ରାମ ମନ୍ଦିର ଭୂମିପୂଜା ପାଇଁ ପୁରୀ ଜଗନ୍ନାଥ ମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା
ପୁରୀ- ଅଯୋଧ୍ୟା ରାମ ମନ୍ଦିର ଭୂମିପୂଜା ପାଇଁ ପୁରୀ ଜଗନ୍ନାଥ ମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଉଛି । ଶ୍ରୀମନ୍ଦିର ଛତିଶା ନିଯୋଗ ନାୟକ ପଟ୍ଟଯୋଶୀ ଜନାର୍ଦ୍ଧନ ମହାପାତ୍ର ଏନେଇ ଏକ ସୂଚନା ଦେଇଛନ୍ତି । କୋଟି କୋଟି ଭକ୍ତଙ୍କ ଭକ୍ତିଭାବ ଯୋଗୁ ଆଜି ରାମ ମନ୍ଦିା ହେବାକୁ!-->…