କୋଭିଡ୍‍-୧୯ ଆରୋଗ୍ୟ ହାର ୬୬.୩୦% : ମୃତ୍ୟୁସଂଖ୍ୟା ୩୮ ହଜାର ୯୩୮

ନୂଆଦିଲ୍ଲୀ : ଦେଶରେ କୋଭିଡ୍‍-୧୯ରୁ ଆରୋଗ୍ୟଲାଭ କରିଥିବା ଲୋକମାନଙ୍କ ସଂଖ୍ୟା ୧୨ ଲକ୍ଷ ୩୦ହଜାର ୫୦୯କୁ ବୃଦ୍ଧି ପାଇଛି। ଏଥିସହିତ କୋଭିଡ୍‍-୧୯ ଆରୋଗ୍ୟ ହାର ୬୬.୩%ରେ ପହଞ୍ଚିଛି। ଅନ୍ୟପକ୍ଷରେ କୋଭିଡ ନାଇଣ୍ଟିନ୍‍ ମୃତ୍ୟୁହାର  ୨.୦୯%କୁ ହ୍ରାସ ପାଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ…

ବରିଷ୍ଠ ନାଗରିକଙ୍କ ଯତ୍ନକୁ ପ୍ରାଥମିକତା: କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦେଶ

ନୂଆଦିଲ୍ଲୀ: କରୋନା କାଳରେ  ବରିଷ୍ଠ ନାଗରିକମାନଙ୍କ ଯତ୍ନ ସହ ସେମାନଙ୍କୁ ଠିକ୍ ସମୟରେ ପେନସନ, ମାସ୍କ, ସାନିଟାଇଜର ସହ ଅତ୍ୟାବଶ୍ୟକୀୟ ଉତ୍ତମ ସେବା ଯୋଗାଇଦେବାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଜଷ୍ଟିସ ଅଶୋକ ଭୂଷଣଙ୍କ ନେତୃତ୍ୱରେ ଗଠିତ ବେଞ୍ଚ…

ଜାଣନ୍ତୁ ଅଯୋଧ୍ୟାରେ ପ୍ରଭୁ ରାମଙ୍କ ମନ୍ଦିର ନିର୍ମାଣ ପାଇଁ କେଉଁଠାରୁ ଆସୁଛି ପଥର ଓ ଏହାର କ’ଣ ରହିଛି କାରଣ

ନୂଆଦିଲ୍ଲୀ : ଅଯୋଧ୍ୟାରେ ଶ୍ରୀରାମ ମନ୍ଦିରର ପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି। ଆସନ୍ତା ୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଠାରେ ରାମ ମନ୍ଦିର ନିର୍ମାଣ ପୂର୍ବରୁ ଭୂମି ପୂଜା କରିବାର କାର୍ଯ୍ୟକ୍ରମ ରହିଛି। ଜାଣନ୍ତୁ ରାମ ମନ୍ଦିର ନିର୍ମାଣ ପାଇଁ କେଉଁ ପଥର ଗୁଡ଼ିକର ଚୟନ ହୋଇଛି ଓ…

ୟୁପିଏସସି ପରୀକ୍ଷାଫଳ: ରାଉରକେଲା ତହସିଲଦାର ମାନସ ରଞ୍ଜନ ସାହୁଙ୍କୁ ୫୬୭ ରାଙ୍କ

ରାଉରକେଲା : ୨୦୧୭ ବ୍ୟାଚର ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ ତଥା ରାଉରକେଲା ତହସିଲଦାର ମାନସ ରଂଜନ ସାହୁ ଆଜି ପ୍ରକାଶ ପାଇଥିବା ୟୁପିଏସସି ପରୀକ୍ଷା ଫଳରେ କୃତକାର୍ଯ୍ୟ ହୋଇଛନ୍ତି। ସେ ଗତ ମେ ମାସରେ ରାଉରକେଲାର  ତହସିଲଦାର ଭାବେ ଯୋଗଦେଇଥିଲେ। ରାଉରକେଲାର ସେକ୍ଟର-୫ ଦୀପିକା ଇଂରାଜୀ…

ଅଗଷ୍ଟ ୩ୟ ସପ୍ତାହ ସୁଦ୍ଧା +୨ ପରୀକ୍ଷାଫଳ

ଅଗଷ୍ଟ ତୃତୀୟ ସପ୍ତାହ ସୁଦ୍ଧା ପ୍ରକାଶ ପାଇବ ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷାଫଳ । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଦେଇଛନ୍ତି ଏହି ସୂଚନା । ​‌ସେ କହିଛନ୍ତି ଯେ ଖାତା ଦେଖା ସରିଛି ଓ ଟାବୁଲେସନ ଚାଲିଛି । ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ଅଗଷ୍ଟ ୩ୟ ସପ୍ତାହ…

ୟୁପିଏସସି ପରୀକ୍ଷାଫଳ ପ୍ରକାଶ: ପ୍ରଦୀପ ସିଂହ ଦେଶରେ ଟପ୍ପର, ଶ୍ରେଷ୍ଠ ୧୦ମଧ୍ୟରେ ୨ ଓଡ଼ିଆ

ପ୍ରକାଶ ପାଇଛି ୨୦୧୯ ୟୁପିଏସସି ପରୀକ୍ଷା ଫଳ । ଏଥିରେ ସାରା ଦେଶରେ ପ୍ରଦୀପ ସିଂହ ଶୀର୍ଷସ୍ଥାନ ଅଧିକାର କରିଥିବା ବେଳେ ଶ୍ରେଷ୍ଠ ୧୦ଜଣଙ୍କ ମଧ୍ୟରେ ରହିଛନ୍ତି ୨ ଓଡ଼ିଆ । ଓଡ଼ିଶାର ଅଭିଷେକ ସରାଫ ୮ମ ଓ ସଞ୍ଚିତା ମହାପାତ୍ର ୧୦ମ ସ୍ଥାନରେ ରହିଛନ୍ତି । ଏହି ପରୀକ୍ଷାରେ ମୋଟ ୮୨୫…

ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସର ପ୍ରସ୍ତୁତି

ଭୁବନେଶ୍ୱର: ରାଜୀବ ଗାନ୍ଧୀ ପଞ୍ଚାୟତିରାଜ ସଂଗଠନର ଭିଡ଼ିଓ ବାର୍ତ୍ତାଳାପ ମାଧ୍ୟମରେ ସୋମବାର ଏକ ଗୁରୁତ୍ୱପୂର୍ଣ୍ଣ ସଭାରେ ଆଗାମୀ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ଦଳ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେବା ସହିତ ରଣକୌଶଳ ପ୍ରସ୍ତୁତ କରିଛି। ତୃଣମୂଳ ସ୍ତରରୁ ସଙ୍ଗଠନକୁ ଶକ୍ତିଶାଳୀ କରିବା…

ମାନିଲେ କ୍ଷମା, ଲୁଚାଇଲେ ବାସନ୍ଦ

ଭାରତୀୟ କ୍ରିକେଟରେ ବୟସ ଜାଲିଆତି ଏକ ଦୁରାରୋଗ୍ୟ ବ୍ୟାଧି ପରି ରହିଆସିଛି। ପ୍ରତିବର୍ଷ ଦେଶରେ ଶହଶହ କ୍ରିକେଟର ବୟସ ଜାଲିଆତି କରି ଧରାପଡ଼ି ବାସନ୍ଦ ହେଉଛନ୍ତି। ତେବେ ବୟସ ଜାଲିଆତି କରିଥିିବା କ୍ରିକେଟରଙ୍କ ପାଇଁ ଏହା ଏକ ଖୁସିଖବର। ଏଣିକି ଯଦି ଜଣେ ଖେଳାଳି ନିଜ ଆଡ଼ୁ ବୟସ ଜାଲିଆତି…

ସୁଶାନ୍ତ ସିଂହ ମୃତ୍ୟୁ ଘଟଣା: ସିବିଆଇ ତଦନ୍ତ ଲାଗି ବିହାର ସରକାରଙ୍କ ସୁପାରିସ

ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ନିମନ୍ତେ ସୁପାରିସ କରିଛନ୍ତି ବିହାର ସରକାର । ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏ ସମ୍ପର୍କରେ ଘୋଷଣା କରିଛନ୍ତି । ଗତକାଲି ବିଧାନସଭାରେ କିଛି ବିଧାୟକ ଏ ସମ୍ପର୍କରେ ଦାବି କରିଥିଲେ । ସେହିପରି ସୁଶାନ୍ତଙ୍କ ପିତା ମଧ୍ୟ…

୧୩୪ ପୃଷ୍ଠାର ଜବାବ, ଗଣତାନ୍ତ୍ରିକ ମୂଲ୍ୟବୋଧ କ୍ଷୁଣ୍ଣ କରିଛନ୍ତି ୪ ପ୍ରଧାନ ବିଚାରପତି

ଅଦାଲତ ଅବମାନନା ମାମଲାରେ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ ସୋମବାର ସତ୍ୟପାଠ ଜରିଆରେ ସୁପ୍ରିମକୋର୍ଟ ନୋଟିସର ଜବାବ ଦାଖଲ କରିଛନ୍ତି। ଦୀର୍ଘ ୧୩୪ ପୃଷ୍ଠାର ଏହି ସତ୍ୟପାଠରେ ସେ ଗତ ୬ ବର୍ଷ ମଧ୍ୟରେ ୪ ପ୍ରଧାନ ବିଚାରପତିଙ୍କ କାର୍ୟ୍ୟକାଳରେ କିପରି ଗଣତାନ୍ତ୍ରିକ ମୂଲ୍ୟବୋଧର ଅବକ୍ଷୟ ଘଟିଛି…