ସିନାପାଲି ରେ ଏସଏଚଜି ମହିଳାଙ୍କ ଦକ୍ଷତା ବିକାଶ ପାଇଁ ଟେଲରିଙ୍ଗ ୟୁନିଟ ଉଦଘାଟିତ
ସିନାପାଲି : ରାଜ୍ୟ ସରକାର ସ୍ଵୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କୁ ଆତ୍ମନିର୍ଭରଶିଲ କରିବା ଉଦ୍ଦେଶ୍ୟରେ ଅନେକ ଯୋଜନା କରିଛନ୍ତି । ଯାହା ଫଳରେ ମହିଳା ମାନେ ସଶକ୍ତିକରଣ ହୋଇ ଅନ୍ୟର ବିନା ସହାୟତାରେ ରୋଜଗାରକ୍ଷମ ହୋଇପାରିଛନ୍ତି । ଏଥି ପାଇଁ ସରକାର ମା ମାନଙ୍କୁ ନେଇ ତାଲିମ ତଥା!-->…