ଆଦିବାସୀଙ୍କ ଅଧିକାର ସହିତ ନର୍ଭେରାମ
ଯୋଡା : କେନ୍ଦୁଝର ଜିଲ୍ଲା ଯୋଡା ଖଣି କ୍ଷେତ୍ରରେ ଅନେକ ଗୁଡିଏ ଛୋଟବଡ ଖଣି କମ୍ପାନୀ ରହିଛି । କମ୍ପାନୀ ଗୁଡିକ ସରକାରୀ ନିୟମ ମୁତାବକ ସାଧାରଣ ଜନତା ତଥା ଖଣି କ୍ଷତିଗ୍ରସ୍ତ ମାନଙ୍କର ମୌଳିକ ସମସ୍ୟା ପୁରଣ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରି ଆସୁଥିବା ଦେଖିବାକୁ ମିଳଛି । ସେହିଭଳି!-->…