ଚମ୍ପୁଆରେ ଅମୃତ ସରୋବର ଯୋଜନା ଫେଲ,କେବଳ ପଙ୍କ ଉଦ୍ଧାରରେ ସୀମିତ
ଚମ୍ପୁଆ : ପ୍ରତି ପଞ୍ଚାୟତରେ ଏକ ଏକରରୁ ଅଧିକ ଜମି ଥିବା ପରିସରରେ ଥିବା ପୁରୁଣା ପୋଖରୀ, ପୁଷ୍କରିଣୀ ଗୁଡିକର ପୁନଃ ଉଦ୍ଧାର ସହିତ ଏଗୁଡିକୁ ସୌନ୍ଦର୍ଯ୍ୟକରଣ କରିବା ପାଇଁ ଦେଶର ଆଜାଦି କି ଅମୃତ ମହୋତ୍ସବ ପାଳନ କରିବା ଅବସରରେ ଅମୃତ ସରୋବର ଯୋଜନା ର ପରିକଳ୍ପନା କରାଯାଇଥିଲା l ଅମୃତ!-->…